ବଣମଲ୍ଲୀ ବୌଦ୍ଧିକ ବିକାଶ କାର୍ଯ୍ୟକ୍ରମ – ୨୦୨୩ ପାଇଁ ସୂଚନା

  ସମସ୍ତ ପ୍ରତିଯୋଗୀ ମାନେ ଆସନ୍ତା କାଲି ସକାଳ ୯ ଘଟିକା ସୁଦ୍ଧା ଜେନାପୁର ଉଚ୍ଚ ବିଦ୍ୟାଳୟ ରେ ପହଞ୍ଚି ପ୍ରତିଯୋଗିତା ପାଇଁ ପଞ୍ଜିକରଣ କରି admit card ନେବେ। ଏହା ପରେ ପ୍ରତିଯୋଗିତା ୧୦ ଟା ରୁ ଆରମ୍ଭ ହେବ। ବକ୍ତୃତା ପ୍ରତିଯୋଗିତା ପାଇଁ ଏହି ଦିଗକୁ ଭିତ୍ତି କରି ମାର୍କ ଦିଆଯିବ। ୧.ଉପକ୍ରମ ୨.ମୁଖ୍ୟ ବିଷୟବସ୍ତୁ ଉପସ୍ଥାପନ ୩. ସ୍ୱର ଓ ବାକ୍ ପଟୁତା ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ଏହି ଦିଗକୁ ଭିତ୍ତି କରି […]

 

ସମସ୍ତ ପ୍ରତିଯୋଗୀ ମାନେ ଆସନ୍ତା କାଲି ସକାଳ ୯ ଘଟିକା ସୁଦ୍ଧା ଜେନାପୁର ଉଚ୍ଚ ବିଦ୍ୟାଳୟ ରେ ପହଞ୍ଚି ପ୍ରତିଯୋଗିତା ପାଇଁ ପଞ୍ଜିକରଣ କରି admit card ନେବେ। ଏହା ପରେ ପ୍ରତିଯୋଗିତା ୧୦ ଟା ରୁ ଆରମ୍ଭ ହେବ।

ବକ୍ତୃତା ପ୍ରତିଯୋଗିତା ପାଇଁ ଏହି ଦିଗକୁ ଭିତ୍ତି କରି ମାର୍କ ଦିଆଯିବ।

୧.ଉପକ୍ରମ ୨.ମୁଖ୍ୟ ବିଷୟବସ୍ତୁ ଉପସ୍ଥାପନ ୩. ସ୍ୱର ଓ ବାକ୍ ପଟୁତା

ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ଏହି ଦିଗକୁ ଭିତ୍ତି କରି ମାର୍କ ଦିଆଯିବ।

୧. ଅବିକଳତା ୨. ରଙ୍ଗ ଓ ସୁନ୍ଦରତା ୩. ଆକାର ଓ ସ୍ପଷ୍ଟତା

କବିତା ଲିଖନ ପ୍ରତିଯୋଗିତା ପାଇଁ ଏହି ଦିଗକୁ ଭିତ୍ତି କରି ମାର୍କ ଦିଆଯିବ।

୧. ବିଷୟବସ୍ତୁ ଉପସ୍ଥାପନା ୨. ଭାଷା ଓ ଶବ୍ଦ ସଂଯୋଜନା ୩. ଅକ୍ଷର ଓ ସିଦ୍ଧାନ୍ତ